କଂଗ୍ରେସ ର ସତ୍ୟାଗ୍ରହ l

Spread the love

ଏ ଆଇ ସି ସି ନିର୍ଦ୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ସତ୍ୟାଗ୍ରହ କରାଯାଇଛି l ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ପଟ୍ଟନାୟକ ଙ୍କ ନେତୃତ୍ଵରେ କଂଗ୍ରେସ କର୍ମକର୍ତ୍ତା ମାନେ କେନ୍ଦ୍ର ଓ ମୋଦୀ ସରକାରଙ୍କ ବିରୁଦ୍ଧରେ ପ୍ଲାକାର୍ଡ ଧରି ଧାରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ସ୍ମିତା ରାଣୀ ସାମଲ, ନଗର ମହିଳା ସଭାନେତ୍ରୀ ଶୀଳ୍ପି ଶ୍ରୀ ପଟ୍ଟନାୟକ, ପୂର୍ବତନ କାଉନସିଲର ତଥା ବରିଷ୍ଠ ନେତା ଗୋପାଳ ଚନ୍ଦ୍ର ସାହୁ, ଏମ୍ ଡି ସମୀର, ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଆଦିତ୍ୟ ମହାପାତ୍ର, ନିଶାକର ସାହୁ, ସୁଵାସିନୀ ମହାକୁଡ଼, ବିପ୍ରବର ସାହୁ, ସୁନୀଲ କୁମାର ଦାସ, ପ୍ରେମ ଶଙ୍କର ମିଶ୍ର ଓ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *