ଖୁଣ୍ଟ ଅଛି, ଲାଇଟ୍ ନାହିଁ । Posted on January 8, 2026January 8, 2026 by Dhenkanal Plus Spread the love ଢେଙ୍କାନାଳ ସହର ମଧ୍ୟସ୍ଥ ମୂଖ୍ୟ ଟ୍ରାଫିକ ଛକ ବାଜିଚୌକ ଠାରେ ଥିବା ଲାଇଟ୍ ଖୁଣ୍ଟ ରୁ ପୌରପାଳିକା ତରଫରୁ ଦୀର୍ଘ ଦିନ ହେଲା ଲାଇଟ୍ ଗୁଡିକୁ ଖୋଲି ନିଆଯାଇଛି ।ଯାହା ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । Spread the love
ଓଡିଶା ଭିଜିଲାନ୍ସ ଜାଲରେ ସରକାରୀ ବାବୁ l Dhenkanal Plus May 26, 2022 0 Spread the love Spread the love ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ କନିଷ୍ଠ କିରାଣୀ ଜିବନାନନ୍ଦ ଶତପଥୀ ଲାଞ୍ଚ […] Spread the love
ଓଡିଶା ସ୍ତ୍ରୀ ର ଅନ୍ୟ ସହ ସମ୍ପର୍କ ନେଇ ସ୍ଵାମୀ ର ଆତ୍ମହତ୍ୟା l Dhenkanal Plus May 31, 2022 0 Spread the love Spread the love ଢେଙ୍କାନାଳ ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ସ୍ତ୍ରୀ ର ଅନ୍ୟ ସହ ସମ୍ପର୍କ ନେଇ […] Spread the love
ଓଡିଶା ଅଜଗର ଉଦ୍ଧାର l Dhenkanal Plus May 22, 2022 0 Spread the love Spread the love ଢେଙ୍କାନାଳ ସହର ସ୍ଥିତ ଖମାର ସାହି ରେ ଦେବାଶିଷ ରଥ ଙ୍କ ଘରୁ ଏକ ୧୨ ଫୁଟ […] Spread the love