ଧଳା ଜହର ବେପାରୀ ଗିରଫ୍ l Posted on February 7, 2023February 7, 2023 by Dhenkanal Plus Spread the love ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର କଲେଜ ସମ୍ମୁଖରେ ଧଳା ଜହର ( ବ୍ରାଉନ ସୁଗାର) ସହ ଜଣଙ୍କୁ କାବୁ କରିଛି ଅବକାରୀ ବିଭାଗ l ଗିରଫ୍ ଅଭିଯୁକ୍ତ ଜଣକ ସ୍ଥାନୀୟ ଅନନ୍ତପୁର ର ରଞ୍ଜନ ବୋଲି ଜଣାପଡିଛି l ତାଙ୍କ ଠାରୁ ୧୦ ଗ୍ରାମ ଧଳା ଜହର ଜବତ କରାଯାଇଛି l Spread the love
ଓଡିଶା କ୍ରାନ୍ତି ଦିବସ ପାଳନ l Dhenkanal Plus August 9, 2022 0 Spread the love Spread the love ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ସ୍ଥାନୀୟ କଂଗ୍ରେସ ଭବନ ଗାନ୍ଧୀ […] Spread the love
ଓଡିଶା ମନେପଡନ୍ତି ” ଶ୍ରୀପତି ସାର୍” Dhenkanal Plus April 22, 2023 0 Spread the love Spread the love ବରିଷ୍ଠ ଶିକ୍ଷାବିତ୍, ଶିକ୍ଷକ, ଶିକ୍ଷକ ନେତା, ସମାଜସେବୀ, ମିଷ୍ଟଭାଷୀ, ବନ୍ଧୁ ବତ୍ସଲ, ପୂର୍ବତନ ସଭାପତି ଶିକ୍ଷକ ମହାସଂଘ, […] Spread the love
ଓଡିଶା ଆମ୍ବେଦକର ଜୟନ୍ତୀ l Dhenkanal Plus April 14, 2023 0 Spread the love Spread the love ଆଜି ଦେଶ ଭାରତ ରତ୍ନ ବାବା ସାହେବ ଭିମ ରାଓ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ […] Spread the love