ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି l

Spread the love

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି, ବାଜିରାଉତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଜନଶୁଣାଣି ହୋଇଛି l ଏଥିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ଏଲ୍ ଦିବ୍ୟା ଭି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ଯ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଶୋକ କୁମାର ଦାସ, ଉପ ଜିଲ୍ଲାପାଳ କାମାକ୍ଷା ନଗର ଜ୍ୟୋତି ଶଙ୍କର ସାହୁ, ବି ଡି ଓ ଭୁବନ ଆଶୀର୍ବାଦ ପରିଡା, ତହସିଲଦାର ଭୁବନ ରୋଜାଲିନ ବେହେରା, ଏନ୍ ଏ ସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଅଭିଯୋଗ ର ଶୁଣାଣୀ କରି ସମାଧାନ କରିଥିଲେ l


Spread the love

Leave a Reply

Your email address will not be published. Required fields are marked *