କ୍ରାନ୍ତି ଦିବସ ପାଳନ l

Spread the love

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ସ୍ଥାନୀୟ କଂଗ୍ରେସ ଭବନ ଗାନ୍ଧୀ ମନ୍ଦିର ଠାରେ ପାଳନ କରାଯାଇଛି l କ୍ରାନ୍ତି ଦିବସ ଅବସରରେ ସମସ୍ତ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ମାନଂକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ଏମ୍ ଡି ସମୀର, ଜିଲ୍ଲା ସଭାନେତ୍ରୀ ସ୍ମିତା ରାଣୀ ସାମଲ, ସୁଵାସିନୀ ମହାଖୁଡ, ଶୀଳ୍ପି ଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l


Spread the love

Leave a Reply

Your email address will not be published. Required fields are marked *