କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗ୍ରସ୍ତ l

Spread the love

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ବିଭାଗ ର ଅଧିକାରୀ ଙ୍କ ସହ ଢେଙ୍କାନାଳ ଗ୍ରସ୍ତ କରି ରେଳ ଷ୍ଟେସନ ର ସମୀକ୍ଷା କରିଥିଲେ l ଶ୍ରୀ ପ୍ରଧାନ ରେଳ ଯୋଗେ ଢେଙ୍କାନାଳ ରେଳ ଷ୍ଟେସନ ରେ ପହଞ୍ଚିବାପରେ ଜନସାଧାରଣ ଙ୍କୁ ଭେଟି ରେଳ ଷ୍ଟେସନ ର ଉନ୍ନତିକରଣ, ସମସ୍ୟା, ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଏକ ନୂଆ ରେଳ ଅନୁଗୁଳ ଢେଙ୍କାନାଳ ମଧ୍ୟ ଦେଇ ଚଳାଚଳ କରିବାନେଇ ପ୍ରକାଶ କରିଛନ୍ତି l କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ବିଜେପି ଜିଲ୍ଳା ସଭାପତି ନରେଶ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ରାମ ଚନ୍ଦ୍ର ପାତ୍ର, ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ସମସ୍ତ କାଉନ୍ସିଲର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l


Spread the love

Leave a Reply

Your email address will not be published. Required fields are marked *