ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଗାନ୍ଧୀମନ୍ଦିର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ନବ ନିଯୁକ୍ତ ଜିଲ୍ଲା ମୁଖପାତ୍ର ଶ୍ରୀ ଡଃ ତୁଷାରକାନ୍ତି ନାୟକ ଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆସନ୍ତା ୨୬ ତାରିଖ ଭୁବନେଶ୍ଵର ଠାରେ ସଚିବାଳୟ ଘେରାଉ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁନୀଲ କୁମାର ଦାସ, ଜିଲ୍ଲା ମୁଖପାତ୍ର ଡଃ ତୁଷାରକାନ୍ତି ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାମଲ, ଯୁବ କଂଗ୍ରେସ ସଭାପତି ଶୁଭମ ଦାସ, ଛାତ୍ର କଂଗ୍ରେସ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l
Related Posts
କପିଳାସ ଶୈବପୀଠ, ପ୍ରଶାସନ ମାଲେମାଲ /ପର୍ଯ୍ୟଟକ, ଶ୍ରଦ୍ଧାଳୁ ବେହାଲ l
- Dhenkanal Plus
- January 2, 2023
- 0
କେନ୍ଦ୍ର ମନ୍ତ୍ରୀ ଙ୍କୁ ଭେଟିଲେ ଢେଙ୍କାନାଳ ସଂସାଦ l
- Dhenkanal Plus
- August 6, 2022
- 0
