ଆମ୍ବୁଲାନ୍ସ ଟାଟା ଏସି ଧକ୍କା l Posted on August 6, 2022August 6, 2022 by Dhenkanal Plus Spread the love ଢେଙ୍କାନାଳ କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲିପାଳ ଛକ ନିକଟରେ ଆମ୍ବୁଲାନ୍ସ ଟାଟା ଏସି ମଧ୍ୟ ରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି l ଆମ୍ବୁଲାନ୍ସ ଟି କାମାକ୍ଷା ନଗର ରୁ ରୋଗୀ ନେଇ ଆସୁଥିବା ବେଳେ ଏହି ଧକ୍କା ହୋଇଥିଲା l Spread the love
ଓଡିଶା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ଅକ୍ଟୋବର ୧ ରୁ ଯାଞ୍ଚ କଡ଼ାକଡ଼ି l Dhenkanal Plus September 21, 2022 0 Spread the love Spread the love ସରକାରଙ୍କ ନିର୍ଦ୍ଦେଶ ମୁତାବକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ନ ଲଗାଇଥିଲେ ଜୋରିମାନା ଦେବାକୁ ପଡିବ […] Spread the love
ଓଡିଶା ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ ଲୋକାର୍ପିତ l Dhenkanal Plus December 24, 2024 0 Spread the love Spread the love ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ କୁ ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ […] Spread the love
ଓଡିଶା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗ୍ରସ୍ତ l Dhenkanal Plus September 25, 2022 0 Spread the love Spread the love କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ବିଭାଗ ର ଅଧିକାରୀ ଙ୍କ […] Spread the love