ପବିତ୍ର ରଥଯାତ୍ରା ଉପଲକ୍ଷେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ l

Spread the love

ବିଜୁ ମହିଳା ଜନତା ଦଳ ଢେଙ୍କାନାଳ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୂଲ୍ୟରେ ସହର ମଧ୍ୟସ୍ଥ ଲକ୍ଷ୍ମୀ ବଜାର ଠାରେ ପବିତ୍ର ରଥଯାତ୍ରା ଅବସରରେ ଏକ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଢେଙ୍କାନାଳ ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସାଗରିକା ମିଶ୍ର, ରାଜ୍ଯ ମହିଳା ଉପ ସଭାନେତ୍ରୀ ସାଇଶ୍ରି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକରି ସଭାନେତ୍ରୀ ରୁବୀ ବିଶ୍ଵାଳ, ବିଧାୟକଙ୍କ ନଗର ପ୍ରତିନିଧି ଅଜୟ କୁମାର ଭଞ୍ଜ, ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ସମ୍ପାଦିକା ଅନନ୍ୟା ଦାସ, ନାରୀନେତ୍ରୀ ଖୁର୍ଶିଦା ବେଗମ୍, ଢେଙ୍କାନାଳ ପୌରପରିଷଦ ର କାଉନ୍ସିଲର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l


Spread the love

Leave a Reply

Your email address will not be published. Required fields are marked *