ଅଜଗର ଉଦ୍ଧାର l Posted on May 22, 2022May 22, 2022 by Dhenkanal Plus Spread the love ଢେଙ୍କାନାଳ ସହର ସ୍ଥିତ ଖମାର ସାହି ରେ ଦେବାଶିଷ ରଥ ଙ୍କ ଘରୁ ଏକ ୧୨ ଫୁଟ ଲମ୍ବ ଅଜଗର ବାହାରି ଥିଲା l ଖବର ପାଇ ସର୍ପ ଉଦ୍ଧାର କାରୀ ଦଳ ପହଂଚି ଅଜଗର ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ମେଘା ସଂରକ୍ଷିତ ଜଙ୍ଗଲ ରେ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ତାକୁ ଛାଡି ଦେଇଥିଲେ l Spread the love
ଓଡିଶା ପୋଲିସ ହେବତ ଏମିତି । Dhenkanal Plus October 18, 2025 0 Spread the love Spread the love ଢେଙ୍କାନାଳ ସହର ମୂଖ୍ୟ ଟ୍ରାଫିକ ଛକ ଗୁଡିକ ରେ ପରିଚାଳନା ପାଇଁ ଦାୟିତ୍ୱ ତୁଲାନ୍ତି ଟ୍ରାଫିକ […] Spread the love
ଅପରାଧ ଓଡିଶା ଖେଳ ଜୀବନଶୈଳୀ ଦେଶବିଦେଶ ମନୋରଞ୍ଜନ ରାଜନୀତି ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ Dhenkanal Plus April 5, 2022 0 Spread the love Spread the love ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ […] Spread the love
ଓଡିଶା କପିଳାସ ବାରବାଙ୍କ ରାସ୍ତା ଆଲୋକୀକରଣ l Dhenkanal Plus August 9, 2022 0 Spread the love Spread the love ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳାସ ର ପାଦଦେଶ ଠାରୁ ଶ୍ରୀ ଶ୍ରୀ ମହାଦେବ […] Spread the love