ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

Spread the love

ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି । ବନ ବିଭାଗ ପକ୍ଷରୁ ଗତ ରବିବାର ଦିନ ଜିଲ୍ଲାରେ ପକ୍ଷୀ ଗଣନା କରା ଯାଇଥିଲା । ବନ ହୋଇଛନ୍ତି । ଚଳିତ ବର୍ଷ ନନେ ଆସିଛନ୍ତି । ପକ୍ଷୀଙ୍କ ବସବାସ ପାଇଁ ବିଭାଗର ୧୭ଟି ଟିମ୍ ପକ୍ଷୀ ଗଣନା ପିନଟେଲ୍, ପେଣ୍ଡେଡ୍ ଷ୍ଟର୍କ, ଲାର୍ଜ ଅନୁକୂଳ ପରିବେଶ ରହୁଥିବାରୁ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କ୍ରଡ୍ ଗ୍ରିବ୍ ଆଦି ନୂଆ ପ୍ରଜାତିର ପ୍ରତିବର୍ଷ ଏମାନଙ୍କ ସଂଖ୍ୟା


Spread the love

Leave a Reply

Your email address will not be published. Required fields are marked *