ପ୍ୟାକେଜ୍ ରେ ବନ୍ଦ ହେବନି ଆନ୍ଦୋଳନ ।

Spread the love

ଢେଙ୍କାନାଳ ଜିଲ୍ଲା ରେ TPCODL ବିରୋଧୀ ଆନ୍ଦୋଳନ ଦିନକୁଦିନ ତିବ୍ରତର ହୋଇଛି ।ଏହି ପରିପ୍ରେକ୍ଷୀରେ ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ସହ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଆନ୍ଦୋଳନକାରୀ ମାନେ ଚେତାଇ ଦେଇଛନ୍ତି ଯେ ପ୍ୟାକେଜ୍ ନେଇ ଏହି ଆନ୍ଦୋଳନ ବନ୍ଦ ହେବନି, ପୂର୍ବରୁ ଯେଉଁମାନେ ପ୍ୟାକେଜ୍ ପାଇଛନ୍ତି ସେମାନେ ଏହି ଆନ୍ଦୋଳନ ରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ ହୋଇଛ


Spread the love

Leave a Reply

Your email address will not be published. Required fields are marked *