ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସାମ୍ବାଦିକ ପେନସନ, ସ୍ବାସ୍ଥ୍ୟବିମା ରାଶି ବୃଦ୍ଧି, ପରିବାର ର ସଦସ୍ୟ ମାନଙ୍କୁ ସଂଯୋଗ ଓ ବିଭିନ୍ନ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀସରୋଜ କୁମାର ସେଠୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ଢେଙ୍କାନାଳ ସାମ୍ବାଦିକ ସଂଘ ତରଫରୁ ଦାବି ପତ୍ର ପ୍ରଦାନ ।
