ବାଲେଶ୍ବର ଏଫ୍ ଏମ୍ କଲେଜ ଛାତ୍ରୀ ସୌମ୍ଯାଶ୍ରୀ ଙ୍କ ଅକାଳ ବିୟୋଗରେ ଓଡିଶା ବନ୍ଦ ଡାକରାରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଛି । ବନ୍ଦ ଡାକରା ଯୋଗୁଁ ଯାନବାହାନ, ଦୋକାନ ବଜାର ବନ୍ଦ ରହିଥିଲା । କଂଗ୍ରେସ ସହଯୋଗୀ ମାନଙ୍କସହ ମିଶି ଟ୍ରେନ, ଅଫିସ୍, ବ୍ୟାଙ୍କ ଗୁଡିକୁ ବନ୍ଦ କରିଥିଲେ । ଏଥିରେ ଛବିରାଜ ବିଶ୍ବାଳ, ସୁନୀଲ ଦାସ,ସ୍ମିତା ରାଣୀ ସାମଲ, ଜିତୁ ସାହୁ, ସୁଭମ ଦାସ, ନିଶାକର ସାହୁ, ପ୍ରେମ ଶଙ୍କର ମିଶ୍ର, ଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ଯୋଗଦେଇ ଥିଲେ ।
କଂଗ୍ରେସ ର ବନ୍ଦ ପାଳନ ।ଅଦ୍ଭୂତପୂର୍ବ ଜନସମର୍ଥନ।#dhenkanal plus. in #
