ଢେଙ୍କାନାଳରେ ଯୋଗ ଦିବସ ପାଳିତ ।

Spread the love

ମହିଷାପାଟ ପଲ୍ଲିଶ୍ରୀ ପଡ଼ିଆଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଏହାର ଶୁଭାରମ୍ଭ କରିଥିଲେ ।


Spread the love

Leave a Reply

Your email address will not be published. Required fields are marked *