ଜାଲ୍ ଦସ୍ତଖତ ମାମଲା, ଜେଲ ଗଲେ ଆର୍ ଆଇ l

Spread the love

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ତହସିଲ କାର୍ଯ୍ଯାଳୟ ରେ ଆର୍ ଆଇ ଭାବେ କାର୍ଯ୍ୟରତ ବିଶ୍ଵନାଥ ପ୍ରଧାନ ନିଜ ସି ସି ଆର ବହିରେ ପ୍ରାକ୍ତନ ଜିଲ୍ଲାପାଳ ରୂପା ରୋଶନ ସାହୁ ଙ୍କ ଦସ୍ତଖତ କୁ ନକଲ କରି କାର୍ଯ୍ୟରତ ଥିଲେ l ପ୍ରଶାସନ ପକ୍ଷରୁ ଅଭିଯୋଗ କ୍ରମେ ଟାଉନ ଥାନା ପକ୍ଷରୁ ତଦନ୍ତ କରି ବିଶ୍ଵନାଥ କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି l ବିଶ୍ଵନାଥ ପୂର୍ବରୁ ଗଁଦିଆ, ଭୁବନ ତହସିଲ କାର୍ଯ୍ଯାଳୟ କାର୍ଯ୍ୟରତ ଥିଲେ l


Spread the love

Leave a Reply

Your email address will not be published. Required fields are marked *