ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଶୋକ ସଭା l

Spread the love

ବରିଷ୍ଠ ସାମ୍ବାଦିକ, କବି, ସାହିତ୍ୟିକ ମନୋରଞ୍ଜନ ନନ୍ଦଙ୍କ ପରଲୋକ ରେ ଜିଲ୍ଲା ସାମ୍ବାଦିକ ଭବନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟ ସ୍ଵରୂପ ଦାସ, ପ୍ରଦ୍ୟୁମ୍ନ ରଥ, ରତନ ନାୟର୍, ଅଥୟ ସାହୁ, ଶିଶିର ଶତପଥୀ, ଗଙ୍ଗାଧର ରାଉତ, ବିନୋଦ ମହାନ୍ତି, ବାବୁ ଖାଁ, ଅରବିନ୍ଦ ସାହୁ, ନାରାୟଣ ପଟ୍ଟନାୟକ, ରାମକୃଷ୍ଣ ବେହେରା, ଆଦିତ୍ୟ କୁମାର ପଣ୍ଡା, ତାପସ କୁମାର ମହାନ୍ତି ପ୍ରମୁଖ ସ୍ଵର୍ଗତ ନନ୍ଦଙ୍କ ସ୍ମୃତିଚାରଣ କରି, ଆତ୍ମା ର ସଦଗତୀ କାମନା କରିଥିଲେ l


Spread the love

Leave a Reply

Your email address will not be published. Required fields are marked *