ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ l

Spread the love

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ନକଲି ବିଦେଶୀ ମଦ ତିଆରି କରି ଗିରଫ ହୋଇଥିବା ବିଜେଡ଼ି ନେତା ତଥା ଜୋନ – ୩ ଜିଲ୍ଲାପରିଷଦ ସଦସ୍ୟ ସୁବାଷ ମାଝୀ ଙ୍କୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଯୁବ ମୋର୍ଚ୍ଚା ସଭାପତି ଯଶୋବନ୍ତ ମହିମା ଙ୍କ ନେତୃତ୍ଵ ରେ ଯୁବ ମୋର୍ଚ୍ଚା କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ପୂର୍ତ୍ତ, ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟ ସୁବାଷ ମାଝୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l


Spread the love

Leave a Reply

Your email address will not be published. Required fields are marked *