ସାଗରିକା ପୁନର୍ବାର ଜିଲ୍ଲା ମହିଳା ବିଜେଡ଼ି ସଭାପତି l

Spread the love

ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡ଼ି ସଭାପତି ଭାବେ ସାଗରିକା ମିଶ୍ର ଙ୍କୁ ପୁନର୍ବାର ନିଯୁକ୍ତି ମିଳିଛି l ଦଳୀୟ ହାଇକମାଣ୍ଡ ତାଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରି ଏହି ନିଯୁକ୍ତି ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ଯ ମହିଳା ସଭାପତି ସ୍ନେହାଙ୍ଗିନି ଛୁରିଆ, ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ସାଂସଦ ଶ୍ରୀ ମହେଶ୍ ସାହୁ, ବିଧାୟକ ଡାଃ ନୃସିଂହ ସାହୁ, ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣି ନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି l


Spread the love

Leave a Reply

Your email address will not be published. Required fields are marked *