ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ଦେଲା ବି ଜେ ପି l

Spread the love

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ବାରମ୍ବାର ରୋଗୀ ଛାତ ରୁ ଡେଇଁ ଆତ୍ମହତ୍ଯା କରିବା, ଡାକ୍ତର ଅଭାବ, ବେଡ ଅଭାବ, ସିକ୍ୟୁରିଟି କର୍ମଚାରୀ ମାନଙ୍କ କାମରେ ଅବହେଳା ଏପାରି ଅନେକ ସମସ୍ୟା କୁ ନେଇ ଢେଙ୍କାନାଳ ଜିଲ୍ଲା ବି ଜେ ପି ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଆଇ ଟି ସେଲ ମୁଖ୍ୟ ଓକିଲ ନବ କିଶୋର ଗୁରୁ, ମାତୃ ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l


Spread the love

Leave a Reply

Your email address will not be published. Required fields are marked *