ସିମ୍ ବିକ୍ରେତା ଦୋକାନ ଉପରେ ପୋଲିସ ଚଢାଉ l

Spread the love

ଢେଙ୍କାନାଳ ସହରରେ ଥିବା ସିମ୍ ବିକ୍ରେତା ଦୋକାନ ଉପରେ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଇଛି l ଢେଙ୍କାନାଳ ସହର ମଧ୍ୟରେ ପ୍ରି ଆକ୍ଟିଭ ସିମ ଯବତ ହେଲାପରେ ପୋଲିସ ପକ୍ଷରୁ ତତ୍ପରତା ଦେଖା ଦେଇଛି l ଟାଉନ୍ ଥାନା ଆଇ ଆଇ ସି ଙ୍କ ନେତୃତ୍ଵରେ ଏକ ଟିମ୍ ସହର ମଧ୍ୟରେ ଥିବା ବିଭିନ୍ନ ମୋବାଇଲ ଓ ସିମ୍ ବିକ୍ରେତା ଙ୍କ ଦୋକାନ ଉପରେ ରେଡ୍ କରାଯାଇଛି l


Spread the love

Leave a Reply

Your email address will not be published. Required fields are marked *